ଟାଙ୍ଗୀ: ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ ହୋଇଛନ୍ତି । ତେବେ କୋଭିଡ ସମୟରେ ନିଯୁକ୍ତି ପାଇଥିଲେ ଭାଗିରଥୀ । କିିଛି ଦିନ ତଳେ ଜଣେ ବିବାହିତ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଭାଗିରଥୀ ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ପୁଲିସ ବାବୁ ଉକ୍ତ ମହିଳା ଜଣଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ମନା କରିଦେଇଥିଲେ । ଫଳରେ ଏହି ଖବରଟି ଥାନାରେ ପହଞ୍ଚିଥିଲା । ଖୋର୍ଦ୍ଧା ଆଦର୍ଶ ଥାନା ଏନେଇ ଅଭିଯୋଗ ପାଇ ଘଟଣାର ତଦନ୍ତ କରି ପୁଲିସ ବାବୁଙ୍କୁ ଗିରଫ କରି ଜେଲ ପଠାଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0