ରାଜକନିକା: ରାଜକନିକା ସମ୍ଭାବନା ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦୃଷ୍ଟିହୀନ କବି ନୃସିଂହ ବେହେରା ଦ୍ୱାରା ଲିଖିତ କବିତା ପୁସ୍ତକ ‘ହନ୍ତସନ୍ତ ବାଣ୍ଟୁଥିବା ହଳଦୀ ବସନ୍ତ’ ର ଉନ୍ମୋଚନ ହୋଇଯାଇଛି । ଏହି ଉନ୍ମୋଚନ ଉସôବରେ ମୁଖ୍ୟ ଅତିଥି ଭାବରେ କନିକା ତହସିଲ ପ୍ରେମାନନ୍ଦ ବେହେରା କବିତା ପୁସ୍ତକର ଉନ୍ତୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଧା ପତ୍ରିକାର ସମ୍ପାଦକ, ଓଲାଭର କଲେଜ ପ୍ରାକ୍ତନ୍ୟ ଅଧ୍ୟକ୍ଷ ସୁରେଶ ମିଶ୍ର ଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଯୋଗ ଦେଇ ସଭାକୁ ରୁଦ୍ଧିମନ୍ତ କରିଥିଲେ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0