spot_img

ଉମରକୋଟ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଉମରକୋଟ: ଉମରକୋଟ ସଡ଼କ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ । ନାଗରାଡ଼ଙ୍ଗରୀ ଗ୍ରାମ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହି ଗୁରୁତର ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ରାମ ଦୋରା ଏବଂ ଆସୁ ସାନ୍ତା । ଉଭୟ ସ୍ଥାନୀୟ ଧଡ଼ୋରା ଗ୍ରାମରୁ ଭାଲିଆବେଡ଼ା ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଶୀକାର ହୋଇଥିଲେ । ପରେ ସେମାନଙ୍କୁ ଉମରକୋଟ ମେନିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular