spot_img

ବିବାହ ବନ୍ଧନରେ ବାନ୍ଧି ହେଲେ ଅଲରାଉଣ୍ଡର ବିଜୟ ଶଙ୍କର

ନୂଆଦିଲ୍ଲୀ: ଭାରତୀୟ ଦଳର ଅଲରାଉଣ୍ଡର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବୈଶାଳି ବିଶ୍ୱେସ୍ୱରନଙ୍କୁ ବିବାହ କରିଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ବିଜୟ କିଛି ଦିନ ତଳେ ନିର୍ବନ୍ଧ କରିଥିଲେ । ଅନ୍ୟପଟେ ବିଜୟଙ୍କ ବିବାହର ଫଟୋ ସନରାଇଜର୍ସ ହାଇଦ୍ରାବାଦ ସେୟାର କରିବା ସହ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛି । ବିଜୟ ଶଙ୍କର ଗତ ବର୍ଷ ଅଗଷ୍ଟରେ ନିଜ ଇନଷ୍ଟାଗ୍ରାମ ପେଜରେ ନିର୍ବନ୍ଧ ବାବଦରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏହାସହ ସେ ବୈଶାଳୀଙ୍କ ସହ ମୁଦି ପିନ୍ଧାଉଥିବା ଫଟୋ ପୋଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular