spot_img

ଫେବୃଆରୀ ୨ରେ ଘୋଷଣା କରାଯିବ ଦଶମ ଓ ଦ୍ୱାଦଶ ପରୀକ୍ଷା ସୂଚୀ

ନୂଆଦିଲ୍ଳୀ: ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ଫେବୃଆରୀ ୨ରେ ପରୀକ୍ଷା ସୂଚୀ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ଫେବୃଆରୀ ୨ରେ ସୂଚୀ ଘୋଷଣା କରିବ । ତେବେ ବୋର୍ଡ ଅଧିକାରୀଙ୍କ ୱେବସାଇଟ ମଭଗ୍ଦର.ଶକ୍ଟଙ୍ଖ.ସଦ୍ଭ ରେ ଏହା ପ୍ରକାଶ ପାଇବ ବୋଲି କହିଛନ୍ତି । ଏହା ସହ ସିବିଏସଇ ୪୫ ବର୍ଷର ରେକର୍ଡକୁ ଡିିଜିଟାଲ କରିବା ବୋଲି ନିଶ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular