ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରୁନି ଶ୍ରୀଜିଉଙ୍କ ସୁନାବେଶ । ଆଜି ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ ପରେ ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶ ହୋଇଥାନ୍ତେ । ତେବେ, ସୁନାବେଶ ଏଯାଏ ହୋଇପାରିନାହିଁ । ସକାଳ ଧୂପ ନୀତି ପରେ ସୁନାବେଶ ହୋଇଥାଏ । ସିଂହାରୀ ଓ ମେକାପ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶ ହୋଇପାରିନାହିଁ । ନୀତିକାନ୍ତି ବିଳମ୍ବରେ ଚାଲିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0