ଚେନ୍ନାଇ: ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିଙ୍କର କୋଭିଡ ଟେଷ୍ଟ ହୋଇଛି । ତେବେ ସମସ୍ତ କ୍ରିକେଟରଙ୍କ ରିପୋର୍ଟ ନେଗେଟିଭ ଆସିଥିବାର ସୂଚନା ଦେଇଛି ବିସିସିଆଇ । ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଫେବୃଆରୀ ୫ରୁ ଆରମ୍ଭ ହେବ । ଅନ୍ୟପଟେ ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳି ଲିଲା ପ୍ୟାଲେସ୍ ହୋଟେଲରେ ରହୁଛନ୍ତି। ଏଠାରେ ଉଭୟ ଦଳଙ୍କୁ ୫ ଦିନ ସଂଗରୋଧରେ ରହିବାକୁ ପଡ଼ିବ। ଉଭୟ ଦଳଙ୍କୁ ଫେବୃଆରୀ ୨ରୁ ଅଭ୍ୟାସ କରିବାକୁ ମିଳିବ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0