ସୋ ବନ୍ଦକୁ ନେଇ ଖୁଲାସା କଲେ କପିଲ ଶର୍ମା । କିଛିଦିନ ତଳେ ଲୋକପ୍ରିୟ କମେଡ଼ି ଶୋ ‘ଦ କପିଲ ଶର୍ମା’ ଶୋ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ଯୋର ଧରିଥିଲା । କିନ୍ତୁ ଆଜି କପିଲ ନିଜେ ଏହାର ସ୍ପଷ୍ଟ କରିଛନ୍ତି । କପିଲ କହିଛନ୍ତି ସେ ନିଜ ପନôୀଙ୍କ ଦ୍ୱିତୀୟ ପ୍ରେଗନାନ୍ସି ଯୋଗୁଁ ସେ କିଛିଦିନ ଶୋରୁ ଦୂରେଇ ରହିବେ । ଶୋ ବନ୍ଦ ହେବା ନେଇ ଜଣେ ଫ୍ୟାନ୍ସ କପିଲଙ୍କୁ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ କପିଲ ଏପରି ଉତ୍ତର ଦେଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0