spot_img

ଜୁଲାଇ ୧୬ ରିଲିଜ ହେବ KGF

ମୁମ୍ବାଇ: ଚଳିତ ବର୍ଷ ଜୁଲାଇ ୧୬ରେ ରିଲିଜ ହେବ କଏୠ ୨ । ଦକ୍ଷିଣ ସିନେମା ଜଗତର ରକିଂ ଷ୍ଟାର ୟସଙ୍କ ଅଭିନିତ ବହୁ ଚର୍ଚ୍ଚିତ କଏୠ ଫିଲ୍ମ ସଫଳତା ପରେ ଏବେ କଏୠ ୨ ଉପରେ ରହିଛି ସମସ୍ତଙ୍କର ନଜର । ଏଥିରେ ଖଳନାୟକ ଭୁମିକାରେ ନଜର ଆସିବେ ବଲିଉଡର ସୁପରଷ୍ଟାର ସଞ୍ଜୟ ଦତ୍ତା ତାଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିବେ ରବିନା ଟଣ୍ଡନ । ଅନ୍ୟପଟେ ଏହି ଫିଲ୍ମର ରିଲିଜ ଡେଟକୁ ଅପେକ୍ଷା କରିଥିଲେ ଅନ୍ୟ ସିନେମା ନିଦେ୍ର୍ଦଶକ । କାରଣ ପ୍ରଥମ ଫିଲ୍ମର ଅପୂର୍ବ ସଫଳତା ପରେ ଦ୍ୱିତୀୟ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଭରି ରହିଥିଲା । ଏହାକୁ ଦେଖି ସିନେମା ନିଦେ୍ର୍ଦଶକଗଣ ତାଙ୍କ ରିଲେଜ ଡେଟକୁ ନ କହି କଏୠ ର ରିଲିଜ ଡେଟକୁ ଅପେକ୍ଷା କରିଥିଲେ । ତେବେ ଏହା ବକ୍ସ ଅଫିସରେ ସମସ୍ତ ରେକର୍ଡକୁ ଭାଙ୍ଗିବ ବୋଲି ଅନୁମାନ କରୁଛନ୍ତି ଫିଲ୍ମ ବିଶେଷଜ୍ଞ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular