ଭୁବନେଶ୍ୱର: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ବଜେଟ। ଏଥର ବଜେଟରୁ ମିଡଲ କ୍ଲାସ ବା ମଧ୍ୟମ ବର୍ଗ ଖାସ୍ କରି ଚାକିରୀଆମାନେ ବେଶୀ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ଚାକିରୀ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ବହୁତ ରହିଛି। ଆସନ୍ତୁ ସାଧାରଣ ଲୋକ ବଜେଟକୁ ନେଇ କଣ ଆଶା ରଖିଛନ୍ତି। ଟିମ୍ ଫିନାନ୍ସ ରେଡି। ଫଟୋସେସନରେ ସୀତାରମଣ ଓ ଅନୁରାଗ ଠାକୁରଙ୍କ ଟିମ୍। ଖୋଲିବ ସୀତାରମଣଙ୍କ ଖାତା। ଆସିବ ୨୧-୨୨ର ହିସାବ। କାହା ପାଇଁ କେତେ ରଖିଛନ୍ତି ଅର୍ଥମନ୍ତ୍ରୀ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0