ନୂଆଦିଲ୍ଲୀ: ଭାରତୀୟ ଦଳର କ୍ୟାପଟେନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ନାମ ‘ଭାମିକା’ ରଖିଛନ୍ତି । ତାଙ୍କ ଝିଅ ଚଳିତ ବର୍ଷ ଜାନୁଆରୀ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଉଭୟ ନିଜର ନୂତନ ଝିଅକୁ ପ୍ରଶଂସକ ମାନଙ୍କୁ ଦେଖାଇ ନଥିଲେ । ଏନେଇ ଉଭୟଙ୍କର ପ୍ରଂଶସକଙ୍କ ମଧ୍ୟରେ ତାଙ୍କ ଝିଅଙ୍କୁ ଦେଖିବା ପାଇଁ ଊକ୍ରଣ୍ଠା ଭରି ରହିଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ବିରୁଷ୍କା ତାଙ୍କ ଝିଅ ‘ଭାମିକା’ଙ୍କର ଫୋଟ ଆଜି ସୋସିଆଲ ମିଡିଆରେ ଛାଡିଥିଲେ । ଏହା ପରେ ସାରା ବିଶ୍ୱରୁ ବିରୁଷ୍କାଙ୍କୁ ଅଭିନନ୍ଦନର ସୁଅ ଛୁଟିଥିଲା । ତେବେ ତାଙ୍କ ଝିଅଙ୍କ ନାମର ଅର୍ଥ ଦେବୀ ଦୁର୍ଗାଙ୍କ ସହ ଜଡିତ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0