spot_img

ଜଟଣୀ, କୋଭିଡ୍ ଗାଇଡଲାଇନ ମାନି ଅଙ୍ଗନୱାଡ଼ିରେ ପାଠପଢା

ଜଟଣୀ: ଆଜିଠାରୁ ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର । ଖୋର୍ଦ୍ଧା ଜଟଣୀ ହାଟସାହି ସ୍ଥିତ ଡ଼ୁମଡ଼ୁମା ବରବାରି ଓ ରଘୁନାଥ ନଗର ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଛି । କରୋନା ମହାମାରୀ ସମୟରୁ ବନ୍ଦ ରହିଥିଲା ଅଙ୍ଗନୱାଡ଼ି କେନ୍ଦ୍ର । ତେବେ ୧ଫେବୃୟାରୀ ଅର୍ଥାତ ଆଜିଠାରୁ ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଖୋଲିବାକୁ ଆଦେଶ ଦେଇଥିଲେ ସରକାର । ତେଣୁ ଆଜି ସକାଳୁ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଇଛି । ପରିଷ୍କାର ପରିଛନ୍ନ ଓ ସାନିଟାଇଜ୍ କରି କେନ୍ଦ୍ରଗୁଡ଼ିକୁ ଖୋଲାଯାଇଛି । ପ୍ରଥମ ଦିନରେ ପିଲାଙ୍କ ଉପସ୍ଥାପନ କମ ରହିଛି । ପିଲାଙ୍କୁ ସାନିଟାଇକ କରି ମାକ୍ସ ଦେଇ କେନ୍ଦ୍ରରେ ପାଠ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular