spot_img

କୃଷକ ଆନ୍ଦୋଳନ ସହ ଜଡିତ ଥିବା ୨୫୦ ଟ୍ୱିଟର ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନରେ ଜଡିତ ଥିବା ୨୫୦ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ତେବେ ୩୦ ଜାନୁଆରୀରେ ‘ମୋଦି ପ୍ଲାନିଂ ଫାର୍ମର ଜେନୋସାଇଟ’ ନାମରେ ହାସ୍ୟଟ୍ୟାଗ ଲଗାଇ ଯେଉଁ ୨୫୦ ଟ୍ୱିଟର ଆକାଉଣ୍ଟ ଚାଲିଗଲା ସେ ସବୁକୁ ବନ୍ଦ କରି ଦିଆଯାଉ । ଏହାର ଅର୍ଥ ହେଲା ମୋଦି ସରକାର କୃଷକଙ୍କୁ ଜନସଂହାର ପାଇଁ ପ୍ରସ୍ତୁତି କରୁଛନ୍ତି । ସରକାର ଏହି ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ଓ ସୁରକ୍ଷା ଏଜେନ୍ସିର ଆବେଦନ ପରେ ନେଇଛନ୍ତି । ଏଥିରେ ଅନୁରୋଧ କରାଯାଇଥିଲା କି ଏହା ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ରହିଛି । ଆଉ ଏହା ପରେ ଏସବୁ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular