spot_img

୫୧ ବର୍ଷରେ ପାଦ ଥାପିଲେ ଅଜୟ ଜାଡେଜା

ମୁମ୍ବାଇ: ଭାରତୀୟ ଦଳର ପୂର୍ବତନ କ୍ରିକେଟର ଅଜୟ ଜାଡେଜା ୫୧ ବର୍ଷରେ ପାଦ ଥାପିଛନ୍ତି । ସେ ୧୯୭୧ ଫେବୃଆରୀ ୧ରେ ଗୁଜୁରାଟର ଜାମନଗର ଠାରେ ଜନ୍ମଗ୍ରହଣ କରିଥିଲେ । ତେବେ କ୍ରିକେଟ ଦୁନିଆକୁ ଅଲବିଦା କହିବା ପରେ ମଧ୍ୟ ଖେଳ ଠାରୁ ଦୂରେଇ ପାରୁ ନାହାଁନ୍ତି ଅଜୟ ଜାଡେଜା । ତେଣୁ ବିଭିନ୍ନ ମ୍ୟାଚରେ ତାଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବା ପାଇଁ ମିଳୁଛି । ଅନ୍ୟପଟେ ଭାରତୀୟ ଦଳରେ ଥିବା ସମୟରେ ନିଜର ବ୍ୟାଟିଂକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଅଜୟ ଜାଡେଜା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular