ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିହ ୱାନରଙ୍କ ଝିଅଙ୍କୁ ଉପହାର ଦେଇଛନ୍ତି ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି । ତେବେ ବିରାଟ ନିଜର ଅଟୋଗ୍ରାଫ ଥିବା ଜର୍ସି ୱାନରଙ୍କ ଝିଅଙ୍କୁ ଉପହାର ଦେଇଛନ୍ତି । ଏନେଇ ୱାର୍ନର ନିଜର ସୋସିଆଲ ମିଡିଆରେ ଝିଅଙ୍କ ଫୋଟ ଶେୟାର କରିଛନ୍ତି । ଅନ୍ୟପଟେ ଏହି ଫୋଟଟି ସୋସିଆଲ ମିଡିଆରେ ଆସିବା ପରେ ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0