ମସ୍କୋ: ରୁଷିଆର ଜେଲରେ ଥିବା ବିରୋଧି ଦଳର ନେତା ଆଲେକ୍ସି ନଭଲନିଙ୍କୁ ତୁରନ୍ତ ମୁକ୍ତ କରିବା ଦାବିରେ ସାରା ଦେଶରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏଥିରେ ଯୋଗଦେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଅନ୍ୟପଟେ ଆନେ୍ଦାଳନ ସାରା ଦେଶକୁ ବ୍ୟାପୁଥିବାବେଳେ ପୁଲିସ ୨୭୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।




Visitors Today : 1
Total Visitors : 130167
Total Views : 9891612
Visitors Online Now : 0