ନୂଆଦିଲ୍ଲୀ: ସ୍ୱିଦେଶୀ ନିର୍ମିତ କରୋନା ଟିକା ଆଜି କୁୱେତ ପହଁଞ୍ଚିଛି । ତେବେ କେବଳ କୁୱେତ ନୁହେଁ ଏଭଳି ପ୍ରାୟ ୬୦ଟି ଦେଶକୁ କରୋନା ଭାକ୍ସିନ ଯୋଗାଇ ଦେବାକୁ ଭାରତ କାମ କରୁଛି । ଏହି କ୍ରମରେ କୁୱେତରେ ଏବେ ମେଡ ଇନ ଇଣ୍ଡିଆ ଭ୍ୟାକ୍ସିନ ପହଁଞ୍ଚି ସାରିଛି । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୂଚନା ଦେଇଛନ୍ତି । ଏହା ପୂର୍ବରୁ କରୋନା ଭ୍ୟାକ୍ସିନ ଏକ କନସାଇନମେଣ୍ଟ ଶନିବାର ଓମାନର ରାଜଧାନୀ ମସ୍କଟରେ ପହଞ୍ଚିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0