ନୂଆଦିଲ୍ଲୀ: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାୱଣେ ଆଜି କୋର୍ଟ ଅଫ ିନକ୍ୱାରୀ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଏଭଳି ଘଟଣା ସମସ୍ତଙ୍କର ଧ୍ୟାନକୁ କେନ୍ଦ୍ରିଭୁତ କରିଛି । ତେବେ ଦକ୍ଷିଣ ପଞ୍ଚିମ କମାଣ୍ଡର ପ୍ରମୁଖ ଲୁ୍ୟଟନାଟ ଜେନେରାଲ କେ.କେ. ରେପ୍ପୱାଲଙ୍କ ମଧ୍ୟରେ ଏଭଳି ମତଭେଦ ସୃଷ୍ଟି ହୋଇଛି । ଏହାର ସମାଧାନ ପାଇଁ ସେନାଧ୍ୟକ୍ଷ ୨୦୨୦ ସେପ୍ଟେମ୍ବରରେ ଲୁ୍ୟଟନାଟ ଜେନେରାଲ ଏସ.କେ ସାଇନିଙ୍କୁ ଦାୟିତ୍ୱ ଦେଇଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0