ଅମରାବତୀ: ମହିଳାଙ୍କୁ ପଚରାଉଚୁରା ପାଇଁ ବିଳମ୍ବିତ ରାତିରେ ଥାନାକୁ ଡ଼ାକିଥିବା ଯୋଗୁଁ କମିଶନରଙ୍କୁ ଲକ୍ଷେ ଟଙ୍କା ଜରିମାନା ଲଗାଇଛନ୍ତି। ତେବେ ଏହା ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗ ଅମରାବତୀର ପୂର୍ବତନ ପୋଲିସ କମିଶନର ଏବଂ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କ ଉପରେ ଏକ ଲକ୍ଷ ଜରିମାନା ଲଗାଇଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ୟ୍ୟାସ୍ତ ପରେ ପୋଲିସ ଷ୍ଟେସନ ଡକାଯିବ ନାହିଁ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0