କଲିକତା: କଲିକତାର ପୂର୍ବତନ ବନ ମନ୍ତ୍ରୀ ରାଜୀବ ବାନର୍ଜୀ ନିଜ ଦଳ ଟିଏମସିକୁ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ । କଲିକତାରେ ବିଜେପି ନେତାମାନଙ୍କୁ ଯେପରି ଭାବେ ନିର୍ମମ ହତ୍ୟା କରାଯାଉଥିଲା ତାହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ‘Z’ ବର୍ଗ ସୁରକ୍ଷା ପ୍ରଦାନ କରିଛନ୍ତି । ତେବେ କଲିକତା ଭିତରେ ହିଁ ତାଙ୍କୁ ‘Z’ ବର୍ଗ ସୁରକ୍ଷା ପ୍ରଦାନ କରାଯିବ । ସହର ବାହାରକୁ ଗଲେ ତାଙ୍କୁ Y ବର୍ଗ ସୁରକ୍ଷା ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଅମିତ ଶାହ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0