spot_img

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର,ଜଣେ ଗୁରୁତର

ରାଜନଗର: ରାଜନଗର ଭାରସାମ୍ୟ ହରାଇ ବିଲକୁ ଓଲଟିଲା ଟ୍ରାକ୍ଟର । ଫଳରେ ଡ୍ରାଇଭର ଗୁରୁତର । ତାଳଚୁଆରେ ରାସ୍ତାରେ ଘଟିଛି ଏହି ଘଟଣା । ଗୁରୁତର ଡ୍ରାଇଭର ଜଣକ ହେଲେ ଭେକ୍ଟା ଗ୍ରାମର ଶମ୍ଭୁନାଥ ଦଳାଇ । ସ୍କୁଲ ପିଲାଙ୍କୁ ବଞ୍ଚେଇବାକୁ ଯାଇ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଶମ୍ଭୁନାଥ ଗୁରୁତର ହୋଇଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ତାଳଚୁଆ ପ୍ରାଥମିକ ଚିକିସôାଳୟରେ ଭର୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟବସ୍ତା ଅଧିକ ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିସôାଳୟ୍ୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular