ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଜୟଦେବ ଉନାଦକାତ ନିଜର ଦୀର୍ଘଦିନର ବାନ୍ଧବୀ ରୀନାଙ୍କୁ ବିବାହ କରିଛନ୍ତି । ଗୁଜୁରାଟର ଆନନ୍ଦ ସହରରେ ଅଳ୍ପସଂଖ୍ୟକ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଥଲା । ତେବେ ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ତରଫରୁ ଗତ ସଂସ୍କରଣରେ ଖେଳୁଥିବା ୨୯ ବର୍ଷୀୟ ଉନାଦକାତ୍ ଓ ରୀନିଙ୍କର ଗତବର୍ଷ ମାର୍ଚ୍ଚରେ ନିର୍ବନ୍ଧ ହୋଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0