spot_img

ଖୋର୍ଦ୍ଧା ପୌରପରିଷଦ, ମହିଳାଙ୍କୁ ସ୍ୱାବଲମ୍ବୀ ନିମନ୍ତେ ଯୋଜନା

ଖୋର୍ଦ୍ଧା: ମହିଳାଙ୍କୁ ସ୍ୱାବଲମ୍ବୀ ନିମନ୍ତେ ଯୋଜନା । ଖୋର୍ଦ୍ଧା ପୌରପରିଷଦର ୧ ନମ୍ବର ୱାର୍ଡ଼ଠାରେ ଏହି ଯୋଜନା କରାଯାଇଛି । ଜାଗା ମିଶନ ମାଧ୍ୟରେ ଏହାକୁ ଅନୁଷ୍ଠିତ କରାଯାଇଛି । ୱାର୍ଡ଼ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ପାଇଁ ୧୪୫୮୯ ବର୍ଗଫୁଟ ଜାଗାରେ ମାଇକ୍ରୋ ଆକ୍ଟିଭିଟି ସେଣ୍ଟର । ଏହାସହ ସଂଯୋଗ ରାସ୍ତା ଉନ୍ନତିକରଣ କାର୍ଯ୍ୟ ବିଧାୟକ ପୋରଧା ଶ୍ରୀ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କ ଦ୍ୱାରା ଶୁଭଉଦଘାଟନ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular