( ) କୃଷି ଆଇନ ବିରୋଦ୍ଧରେ ତେଜୁଛି ଚାଷୀ ଆନେ୍ଦାଳନ …. ଆଜି ଦିନ ୧୨ ଟାରୁ ଅପରାହ୍ନ ୩ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚକାଯାମ ଡାକରା….ଅପି୍ରତିକର ପରିସ୍ଥିତି ଏଡାଇବାକୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି …. ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପାଇଁ କୃଷକ ସଙ୍ଗଠନର ଦାବି……
( )ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଲା ନୂଆ ମୋଡ…..ହତ୍ୟାକଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତର ମୃତୁ୍ୟ…..ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ….ସେପଟେ ଏହା ଦୁର୍ଘଟଣା ନା ପ୍ରି ପ୍ଲାନ ମର୍ଡର ତାହାକୁ ନେଇ ରହିଛି ସସପେନ୍ସ…..
( ) ଆଜିଠୁ ଦ୍ୱତୀୟ ପର୍ଯ୍ୟାୟରେ ସମ୍ମ୍ୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା…..ଇଣ୍ଡୋର ଷ୍ଟାଡିୟମରେ ଟିକା ନେଲେ ପୋଲିସ ଡିଜି ଅଭୟ…..ପ୍ରାୟ ୯ ହଜାର ପୋଲିସ କର୍ମଚାରୀଙ୍କୁ ଦିଆଯାଉଛି ଟିକା…. ତାଲିକାରେ ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାଗ ଅଧିକାର ନେବେ ଭ୍ୟାକସିନ…..
( ) ମାତିଛନ୍ତି ନକଲି ସାମଗ୍ରୀ ବ୍ୟବସାୟୀ….ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ…. ଦୁଇଟି ସ୍ଥାନରେ ପୋଲିସ ଓ ଏସଟିଏଫ ଟିମର ଚଢାଉ…. ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି…..
( )ଉପତ୍ୟକାରେ ସ୍ୱାଭାବିକ ହେଉଛି ସ୍ଥିତି…. ୧୮ ମାସ ପରେ ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହେଲା ୪ଜି ଇଣ୍ଟରନେଟ ସେବା…..ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ୨୦୧୯ ରୁ ବାତିଲ କରାଯାଇଥିଲା ଇଣ୍ଟରନେଟ ସେବା…..
( ) ଏବଂ ହିମାଞ୍ଚଳ ପ୍ରଦେଶରେ ପ୍ରବଳ ବରଫା ପାତ…. ରାସ୍ତାରେ ୨ ଫୁଟ ଉଚ୍ଚରେ ଜମା ହୋଇଛି ବରଫ…. ସେପଟେ ବରଫ ପାତର ମଜା ନେଉଛନ୍ତି ପର୍ଯ୍ୟଟକ…..



Visitors Today : 1
Total Visitors : 130301
Total Views : 9891804
Visitors Online Now : 0