ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ଜିଭା ୬ ବର୍ଷର ହୋଇଛନ୍ତି । ଜିଭା ୬ ଫେବୃଆରୀରେ ୨୦୧୫ରେ ଦିଲ୍ଳୀରେ ଜନ୍ମଗ୍ରହଣ କରିଥିଲେ । ତେବେ ତାଙ୍କର ଜିଭା ସିଂହ ଧୋନୀ ନାମରେ ଏକ ଇଣ୍ଟରନେଟ ଆକାଉଣ୍ଟ ରହିଛି । ଯେଉଁଥିରେ ଜିଭାଙ୍କ ଜନ୍ମରୁ ଆଜି ପର୍ଯ୍ୟନ୍ତ ସମସ୍ତ ଫୋଟ ରହିଛି । ଏହି ଇନଷ୍ଟାଗ୍ରାମ ପେଜରେ ତାଙ୍କର ସର୍ବମୋଟ ୧.୮ ମିଲିୟନ ଫଲୋଅର୍ସ ରହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0