ରାଜକନିକା: ଚାକାଜାମର ପ୍ରଭାବ ରାଜକନିକା ଅଞ୍ଚରେ ଦେଖିବାକୁ ମିଳିଛି । ଦିଲ୍ଲୀରେ ଦୁଇମାସ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି କରାଯାଇଛି ରାସ୍ତାରୋକ । ଯାହାର ପ୍ରଭାବ ରାଜକନିକା ଅଂଚଳରେ ଦେଖିବାକୁ ମଳିଛି । ରାଜକନିକାର ବିଭିନ୍ନ କୃଷକ ସଂଗଠନ, କମୁ୍ୟନିଷ୍ଟ ପାର୍ଟି ତଥା କଂଗ୍ରେସ ଦଳ ପକ୍ଷରୁ ଏହି ଚକାଜାମ ଆନେ୍ଦାଳନକୁ ସମର୍ଥନ କରାଯାଇଛି । ସମର୍ଥନକାରୀ ମାନେ କଟକ-ଚାନ୍ଦବାଲି ଜାତୀୟ ରାଜପଥର ଗଡ଼ଗଡ଼ି ସେତୁ ନିକଟରେ ରାସ୍ତରୋକ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0