ରାଜକନିକା: ରାଜକନିକା ବ୍ଲକ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ । ଯେଉଁଥିରେ ଆଗଧାଡ଼ିର କରୋନା ଯୋଦ୍ଧା ତଥା ତହସିଲ କର୍ମଚାରୀ, ଥାନା କର୍ମଚାରୀ, ଦମକଳ କର୍ମଚାରୀ ଟୀକା ନେଇଛନ୍ତି । ତେବେ ପ୍ରଥମ କନିକା ତହସିଲର ପ୍ରେମାନନ୍ଦ ବେହେରା ଟୀକା ନେଇଥିଲେ । ଏହାପରେ ରାଜକନିକା ଥାନା ଅଧିକାରୀ ଟୀକା ନେଇଛନ୍ତି । ପରେ ଟୀକାକରଣ ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରୀୟା ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0