spot_img

ଭ୍ରମଣକାରୀ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲା ଭାରତ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛି । ପ୍ରଥମ ଇନିଂସରେ ଘରୋଇଦଳ ୩୩୭ ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୧୭୮ ରନରେ ଅଲଆଉଟ କରିଛି । ଅନ୍ୟପଟେ ପ୍ରଥମ ଇନିଂସରେ ୨୪୧ ରନରେ ପଛୁଆ ରହିଥିବା ବେଳେ ବର୍ତ୍ତମାନ ଭାରତ ସମ୍ମୁଖରେ ରହିଛି ୪୨୦ ରନର ବିଜୟ ଲକ୍ଷ୍ୟ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular