ବେଙ୍ଗାଲୁରୁରୁ ତାମିଲନାଡ଼ୁ ଫେରିବେ ଏଆଇଏଡ଼ିଏମକେରୁ ବହିସ୍କୃତ ହୋଇଥିବା ନେତ୍ରୀ ଶଶିକଳା । ପ୍ରାୟ ୪ବର୍ଷ ପରେ ଶଶିକଳା ତାମିଲନାଡ଼ୁ ଫେରୁଛନ୍ତି । ଯେଉଁଥିପାଇଁ କର୍ଣ୍ଣାଟକ ତାମିଲନାଡ଼ୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବହୁଦିନ ପରେ ନିଜ ପ୍ରିୟ ନେତାଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ସମର୍ଥକ ରାସ୍ତାରେ ଭିଡ଼ ଲଗାଇଛନ୍ତି । ଜେଲରେ ସଜା କାଟୁଥିବା ଶଶିକଳା କିଛିଦିନ ପୂର୍ବେ କରୋନାରେ ପୀଡ଼ିତଥିଲେ । ଏହାପରେ ଚିକିସôା ହେବାରୁ ସୁସ୍ଥ୍ ହୋଇ ବେଙ୍ଗାଲୁରରେ ରହିଥିଲେ । ଏବେ ସେ ୨୦୦ ଗାଡ଼ିର ରାଲିସହ ତାମିଲନାଡ଼ୁ ଫେରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0