spot_img

ଅଣ-ଗେଜେଟେଡ଼ ବନସେବା ସଂଘର ୯ମ ବାର୍ଷିକ ଉତ୍ସବ

ନବରଙ୍ଗପୁର: ଓଡ଼ିଶା ଅଣ-ଗେଜେଟେଡ଼ ବନସେବା ସଂଘର ୯ମ ବାର୍ଷିକ ଉତ୍ସବ ପାଳିତ । ଏହାସହ ସଂଘର ସଭାପତି ଚୟନ ହୋଇଥିଲା । କାର୍ଯ୍ୟକ୍ରମ ନବରଙ୍ଗପୁର ବନ ବିଭାଗ ଅଧିକାରୀ ଶ୍ରୀ ମଗର ଧନଜୀଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିଲା । ନବରଙ୍ଗପୁର ଜିଲ୍ଲାର ଉମରକୋଟ ଫରେଷ୍ଟ ବଙ୍ଗଳା ଠାରେ ଉସôବ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ୧୧ ଦଫା ଦାବିପତ୍ର ଉଲ୍ଲେଖ କରିଥିଲେ ସମସ୍ତ ବନ ବିଭାଗ କର୍ମଚାରୀ ଏବଂ ଲିଖିତ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ । କାର୍ଯ୍ୟକ୍ରମ ପରେ ସଂଘ ପକ୍ଷରୁ ସଭାପତି, ସମ୍ପାଦକ, କଷାଧକ୍ଷ୍ୟ, ପଦଚୟନ କରାଯାଇଥିଲା । ପରେ ସଭାପତି ଭାବରେ ମଳୟ ମଲ୍ଲୀକ , ସେକ୍ରେଟାରୀ ଭାବେ ଗୋଭିନ୍ଦ ନାୟକ, କଷାଧକ୍ଷ୍ୟ ଭାବରେ ସ୍ଥିତି ପ୍ରଜ୍ଞା ତ୍ରୀପାଠୀ ଭାବେ ନିର୍ବାଚନ ହୋଇଥିଲୋ ଉସôବରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular