ଉତ୍ତରାଖଣ୍ଡ: ଚମୋଲୀ ଦୁର୍ଘଟଣାରେ ପାଖାପାଖି ୨୦୨ ଲୋକ ନିଖୋଜ ଥିବାର ପୁଲିସ ସୂଚନା ଦେଇଛି । ଏହା ସହ ବିଭିନ୍ନ ସ୍ଥାନରୁ ୧୯ ଟି ଶବ ଉଦ୍ଧାର କରାଯାଇଛି । ଏହାସହ ତପୋବନ ସୁଡଙ୍ଗ ଭିତରୁ ଲଗାତର ଭାବେ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏପର୍ୟ୍ୟନ୍ତ ଉଦ୍ଧାରକାରୀଦଳ ଶହେ ମିଟର ଭିତରକୁ ପଶିବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ସୁଡଙ୍ଗ ଭିତରେ ଏବେ ବି ୩୭ ରୁ ଅଧିକ ଲୋକ ଫସି ରହିଥିବା କୁହାଯାଉଛି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0