ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ରହିଥିବା ସମସ୍ତ ବ୍ୟବଧାନ ଦୂର ହୋଇଛି । ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଓ ଭକ୍ତ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକର ସାନିଟାଇଜ କରିବା ପାଇଁ ପ୍ରତି ରବିବାର ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିଲା । ଏଣିକି ଏହି କଟକଣା ହଟିବ । ଭକ୍ତଙ୍କ ପାଇଁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।
ଏଥର ସବୁଦିନ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଓ ଭକ୍ତ ଚଳପ୍ରଚଳ କରୁଥିବା ସ୍ଥାନଗୁଡିକର ସାନିଟାଇଜ କରିବା ପାଇଁ ପ୍ରତି ରବିବାର ଠାକୁରଙ୍କ ଦର୍ଶନ ବନ୍ଦ ରହୁଥିଲା । ଏଣିକି ଏହି କଟକଣା ହଟିବ । ଭକ୍ତଙ୍କ ପାଇଁ ସବୁଦିନ ଖୋଲା ରହିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0