କେନ୍ଦୁଝର : ପୁର୍ବତନ କାଉନସିଲରଙ୍କ ସମାଜସେବା । କେନ୍ଦୁଝର ପୌରପାଳିକାର ୧୨ ନମ୍ବର ୱାର୍ଡ଼ର ପୁର୍ବତନ କାଉନସିଲର ଲୀଳାବତି ପଣ୍ଡା କିଛି ସାମାଜିକର୍ମୀଙ୍କ ସହ ମିଶି ଗରିବ ମାନଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି । କାଉସିଲର ପ୍ରଥମେ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । ଏହାପରେ ବାଂଶପାଳ ବ୍ଲକର ଗୋଡ଼ଭଙ୍ଗା ଓ ସୁଣ୍ଡରା ଗାଁର ଛୋଟ ଛୋଟ ପିଲାଙ୍କୁ ଗଞ୍ଜି, ପୁରୁଷ ମାନଙ୍କୁ ସାର୍ଟ ଓ ଗାମୁଛା, ଏବଂ ମହିଳା ମାନଙ୍କୁ ଶାଢୀ ବଣ୍ଟନ କରିଥିଲେ । ଏହାସହ ସେମାନଙ୍କ ସହ କିଛି ସମୟ ବିତାଇ ବେଶ ଖୁସି ଅନୁଭବ କରିଥିଲେ । ଗାଁ ଲୋକମାନେ ମଧ୍ୟ ବେଶ ଖୁସିହୋଇଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0