ନୂଆଦିଲ୍ଲୀ: ଟ୍ୱିଟରର ୯୭ ପ୍ରତିଶତ ଆକାଉଣ୍ଟକୁ ବନ୍ଦ କରିଛି ମାଇକ୍ରୋବ୍ଲଗିଙ୍ଗ ସାଇଟ । ତେବେ ଇଲୋକ୍ଟନିକ୍ସ, ସୂଚନା ଓ ପ୍ରଦ୍ୟୋଗିକି ମନ୍ତ୍ରଣାଳୟ ଉସକାଇବା ଭଳି କମେଣ୍ଟ ପୋଷ୍ଟ କରୁଥିବା ଆକାଉଣ୍ଟକୁ ବ୍ଲକ କରିବାକୁ କହିଥିଲା । ଯାହ ‘କୃଷକ ନରସଂହାର’ ଭଳି ହ୍ୟାସ ଟ୍ୟାଗ କ ବ୍ୟବହାର କରୁଥିଲେ । ଏସବୁକୁ ବନ୍ଦ କରିବାକୁ କୁହାଯାଇଥିଲା । ଅନ୍ୟପଟେ କେନ୍ଦ୍ର ସରକାର ୨ ଥର ପ୍ରାୟ ୧,୪୩୫ ଏଭଳି ଆକାଉଣ୍ଟକୁ ଚିହ୍ନଟ କରି ବନ୍ଦ କରିବାକୁ କହିଥିଲେ । ଆଉ ଏବେ କମ୍ପାନୀ ୧,୩୯୮ ଆକାଉଣ୍ଟକୁ ବନ୍ଦ କରି ଦେଇଥିବା ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0