ଭୁବନେଶ୍ଵର: ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କାଳିଆ ଯୋଜନା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଖାତାକୁ କାଳିଆ କିସ୍ତିର ଶୁଭାରମ୍ଭ କରିଛନ୍ତି। ଆଜି କାଳିଆ ଯୋଜନାରେ ରାଜ୍ୟର ୫୩ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୨୦୦୦ ଟଙ୍କା ଲେଖାଏଁ ଜମା ହୋଇଛି। ଏହି ପରି ଚାଷୀଙ୍କ ଖାତାକୁ ମୋଟ୍ ୧୨୭୨ କୋଟି ଟଙ୍କା ପଠାଯାଇଛି। ପୂର୍ବରୁ ଦୁଇଟି କିସ୍ତିରେ ରାଜ୍ୟ ସରକାର ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0