( ) ଚଳନ୍ତା ଯାତ୍ରୀବାହୀ ବସରେ ଲାଗିଲା ନିଆଁ…..ଭୟାଭହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ୫୦ ଯାତ୍ରୀ….. ରାୟଗଡା-କୋରାପୁଟ ସିରିକୋଣା ତାରେଶୀ ମନ୍ଦିର ନିକଟରେ ଜଳିଗଲା ବସ୍….. ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ……ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ଥିବା ସୂଚନା…..
( )ଆଜି ଶ୍ରୀମନ୍ଦିରରେ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଜିଉ….ବର୍ଷକରେ ଥରେ ଦର୍ଶନ ଦିଅନ୍ତି ମହାପ୍ରଭୁ…..ବଡସିଂହାର ବେଶରେ ମହାପ୍ରଭୁ ରତ୍ନ ସିଘାଂସନରେ ପଦ୍ମବେଶରେ ହେବ ବିଭୁଷିତ…..ପ୍ରଭୁଙ୍କ ବେଶ ଲାଗି ବେଳେ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା……
( ) ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନରେ ଥବା ମୋଗଲ ଗାର୍ଡେନ…. ବୁଲିବା ପାଇଁ ଆଗୁଆ କରିବାକୁ ପଡିବ ବୁକିଂ…. ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଖୋଲା ରହିବ ଗାର୍ଡେନ….କୋଭିଡ କଟକଣାରେ ଦର୍ଶକଙ୍କୁ ଅନୁମତି….
( )ଆଜିଠୁ ଭାରତରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ…..ଏସଏମଏସ ମାଧ୍ୟମରେ କରାଯାଇଛି ଅବଗତ……ପୂର୍ବରୁ ୨୦୨୧ ଜାନୁଆରୀ ୧୬ରେ ଦିଆଯାଇଥିଲା କୋଭିଡ-୧୯ର ପ୍ରଥମ ଡୋଜ…..
( )ଓଡିଶା ସୀମାନ୍ତ ଗାଁରେ ଆନ୍ଧ୍ର କରୁଛି ନିର୍ବାଚନ…..କୋଟିଆ ପଞ୍ଚାୟତର ପଟୁସିନେରୀ ଗାଁରେ ଆରମ୍ଭ ହୋଉଛି ନିର୍ବାଚନ……ଉକ୍ତ ଗାଁର ୧୦୨୫ ଭୋଟରଙ୍କ ଲାଗି ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ବୁଥ୍ ବ୍ୟବସ୍ଥା…….ଭୋଟ ଗ୍ରହଣ ସକାଳ ସାଢେ ୬ଟାରୁ ହୋଇଥିବା ବେଳେ ଅପରାହ୍ନ ୩ଟାରେ ଶେଷ ହେବ ମତଦାନ…..



Visitors Today : 1
Total Visitors : 130303
Total Views : 9891806
Visitors Online Now : 0