ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଜାରି ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୩୦୦/୬ ରହିଛି । ଋଷଭ ପନ୍ତ ୫୬ ବଲ ଖେଳି ୫ଟି ଚୌକା ଏବଂ ଗୋଟିଏ ଚୌକା ସହାୟତାରେ ୩୩ ଏବଂ ଅକ୍ଷର ପଟେଲ ୫ ରନ୍ କରି ଅପରାଜିତ ଅଛନ୍ତି । ପନ୍ତଙ୍କ ଦମଦାର ଫର୍ମ ଜାରି ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0