ମଦ ନିଶାସ ରେ ମୋବାଇଲ୍ ଟାୱାର ଉପରକୁ ଚଢିଗଲେ ଯୁବକ । ଯୁବକଙ୍କ ନାମ ଶିବରାମ ଗୌଡ। ତାଙ୍କ ଘର ବଡ ଡୁମୁଳା ଗାଁରର। ସେ ମିସ୍ତ୍ରୀ କାମ କରୁଥିବା ବେଳେ ଶ୍ବଶୁର ଘର ଗାଆଁ ସୁକୁଣ୍ଡାରେ ରହନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ପାରିବାରିକ କଳହ କାରଣରୁ ଶେ ଅଶାନ୍ତିରେ ରହୁଥିଲେ। ଏହି କାରଣରୁ ଶନିବାର ଟାୱାର ଉପରେ ଚଢିଥିବା ଲୋକେ କହିଛନ୍ତି। ଅଗ୍ନିସମ ବିଭାଗ ର କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବାରୁ ଯିବାରୁ ଯୁବକ ଜଣକ ଟାୱାର ଶିଖରକୁ ଯାଇ ଆତ୍ମହତ୍ୟା କରିବାକୁ ଡ଼ରାଇଥିଲେ ବହୁ ପ୍ରୟାସ ପରେ ଶେଷରେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିଛନ୍ତି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0