spot_img

ସ୍ୱାମୀ ଦତ୍ତଶରଣାନନ୍ଦଜୀଙ୍କ ପ୍ରେସମିଟ

ସ୍ୱାମୀ ଦତ୍ତଶରଣାନନ୍ଦଜୀଙ୍କ ପ୍ରେସମିଟ । ରାଜ୍ୟରେ ହେଉଥିବା ଗୋରୁ ଚାଲାଣକୁ ନେଇ ସେ କେନ୍ଦୁଝର ରାମ  ମନ୍ଦିର ନିକଟରେ ନିଜର ର ମତ ରଖିଛନ୍ତି । ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଗୋମାତାଙ୍କ ସେବା କରିବା ଦ୍ବାରା ସମସ୍ତେ ସୁସ୍ଥ ରହିବା ସହିତ ଭାରତବର୍ଷର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି ସେ କହିଥିଲେ । ସ୍ୱାମୀ ଶରଣାନନ୍ଦଜୀ  ହେଉଛନ୍ତି ରାଜସ୍ଥାନ ପ୍ରଥମେଡ଼ା ଗୋଧାମ ମହାର୍ତୀର ସଂସ୍ଥାପକ ଅଟନ୍ତି । ସେ ଓଡ଼ିଶା ଗୋନାସିକା ଦର୍ଶନ କରିବା ପାଂଇଁ ଆସିଥିଲେ କିନ୍ତୁ ଏଠାରେ ଗୋଚାଲଣ ହେଉଥିବା ଜାଣି ସେ କ୍ଷଭୋ ପ୍ରକାଶ କରିଛନ୍ତି । ଏବଂ ଏହି ସଭାରେ ତାଙ୍କ ସହିତ ପ୍ରଜ୍ଞାନ ମିଶନର ସଂସ୍ଥାପକ ପରମହଂସ ପ୍ରଜ୍ଞାନାନନ୍ଦଜୀ ମଧ୍ୟ ସାମିଲ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ସହିତ ଭ୍ରମଣ କରୁଥିବା ଅନେକ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥିଲେ । ଦୀର୍ଘ ୨୫ଘଣ୍ଟା ହେଲାଣି ସେ ଅର୍ଣ୍ଣ କି ଜଳ ଗ୍ରହଣ କରିନାହାଁନ୍ତି ଯେ ପର୍ୟ୍ୟନ୍ତ ଗୋ ମାତା ଙ୍କ ଥଇଥାନ ହୋଇନାହିଁ ସେ ପର୍ୟ୍ୟନ୍ତ ସେ ଅର୍ଣ୍ଣ କି ଜଳ ଗ୍ରହଣ କରିବେ ନାହିଁ ବୋଲି ରୋକଠକ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular