spot_img

ତୈଳ ଦର ବୃଦ୍ଧିକୁ ନେଇ ଜଟଣୀରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା

ଜଟଣୀ: ଜଟଣୀରେ ଦେଖିବାକୁ ମିଳିଛି ଓଡିଶା ବନ୍ଦର ପ୍ରଭାବ । କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜଙ୍କ ନେତୃତ୍ୱରେ କଂଗ୍ରେସର ବହୁ କର୍ମୀ ଜଟଣୀ ସହରରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଥିଲେ । ଶାନ୍ତି ପୁର୍ଣ୍ଣ ଭାବେ ଜଟଣୀରେ ଏହି ପ୍ରତିବାଦ ସଫଳ ହୋଇଛି । ଏହି ସମୟରେ ଦେକାନ ବଜାର ବନ୍ଦ ହେବା ସହିତ ଯାତାୟତ ମଧ୍ୟ ବନ୍ଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular