spot_img

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା

ଖୋର୍ଦ୍ଧା: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା । ଏହି ସମୟରେ ଖୋର୍ଦ୍ଧାର ଟାଙ୍ଗୀ, କୁହୁଡି, ରାମେଶ୍ୱର, ବାଲୁଗାଁ ଛକରେ କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରି ପିକେଟିଂ କରାଯାଇଥିଲା । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ହୋଇଥିଲା । ଏହି ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇ ପ୍ରତିବାଦ କରିଥିଲେ ବହୁ କଂଗ୍ରେସ କର୍ମୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular