spot_img

ଦିଦିଙ୍କ ଗଡ଼ରେ ଗର୍ଜିଲେ ଶାହା

ଦିଦିଙ୍କ ଗଡ଼ରେ ଗର୍ଜିଲେ ଶାହା । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨ଦିନିଆ ପ୍ରଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି । ଶାହା ଗୁରୁବାର ନାମଖାନାରେ ଏକ ରାଲିକୁ ସମ୍ବୋଧନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ଟିଏମସିକୁ ଆପେକ୍ଷ କରି ଶାହା ଜୟ ଶ୍ରୀରାମ ନାରା ଦେବା ସହ ପଶ୍ଚିମବଙ୍ଗରେ ଟିଏମସିକୁ ମୂଳପୋଛ କରିବାକୁ ସଂକଳ୍ପ ନେଇଛନ୍ତି । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଗରିବ ଜତନାଙ୍କ ସ୍ଥିତିରେ ସୁଧାର ଆଣିବା ଆମର ଲକ୍ଷ୍ୟ । ଯଦି ଆଗକୁ ବିଜେପି ସରକାର ଆସିଲେ ମସôଜୀବୀଙ୍କୁ ପ୍ରତିବର୍ଷ ୬ହଜାର ଟଙ୍କା ଦିଆଯିବ । ସେହିପରି ଭାବେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ଶାହା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular