ପଦବୀ ଫେରିପାଇବା ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଶଶିକଳା । ଆଗକୁ ତାମିଲ ନାଡ଼ୁରରେ ବିଧାନସଭା ନିର୍ବାଚନ । ତେବେ ନିର୍ବାଚନ ପୂର୍ବରୁ ଶଶିକଳା ମୁଖ୍ୟମନ୍ତ୍ରୀ ଇ.ପାଲାନିସାମି ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭାମଙ୍କ ବିରୋଧରେ ଚେନ୍ନାଇ କୋର୍ଟରେ ଆବେଦନ କରିଛନ୍ତି । ତାଙ୍କୁ ମହାସଚିବ ପଦରୁ ହଟାଇବା ନେଇ ପୂର୍ବରୁ ମଧ୍ୟ ଶଶିକଳା ଏକ ମାମଲା ରୁଜୁ କରିଥିଲେ । ତେବେ ଏବେ ସେ ପୁଣି ନୂଆ ମାମଲା ଦାଖଲ କରି ଏହାର ଶୀଘ୍ର ଶୁଣାଣି ପାଇଁ ଦାବି କରିଛନ୍ତି । ଏହାର ଶୁଣାଣି ମାର୍ଚ୍ଚ ୧୫ରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0