spot_img

ଏପ୍ରିଲ ୧ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା

ଏପ୍ରିଲ ୧ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା । ଏହି ମେଳା ଏପ୍ରିଲ୧ରୁ ଆରମ୍ଭ ହୋଇ ୩୦ ତାରଖ ଯାଏଁ ଚାଲିବ । ଏଥିପାଇଁ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ନୋଟିଫିକେଶନ ଜାରି କରାଯିବ । କରୋନା ମହାମାରୀ ପାଇଁ ଏଥର ମେଳା ମାତ୍ର ୩୦ ଦିନ ହେବ ବୋଲି ଉତ୍ତରାଖଣ୍ଡ ଚିପ ସେକ୍ରେଟାରୀ ଓମ ପ୍ରକାଶ କହିଛନ୍ତି । କରୋନା ସଂକ୍ରମଣ କମିଛି କିନ୍ତୁ ସମୂର୍ଣ୍ଣ କମିନଥିବାରୁ ଏଥର ମେଳାରେ କୋଭିଡ଼ କଟକଣା ଜାରି କରାଯିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular