spot_img

ଆଜିର ମୁଖ୍ୟ ଖବର….

( )କଳାହାଣ୍ଡି କର୍ଲାପାଟରେ ହାତୀ ମଡକ ଘଟଣା…. ଅଭ୍ୟାରଣ୍ୟରେ ପହଞ୍ଚିଲା ତିନି ଜିଣିଆ ବିଶେଷଜ୍ଞ ଟିମ…. ଖୋଜିବ ହାତୀ ମୃତୁ୍ୟର କାରଣ….୧୪ ଦିନରେ ଗଲାଣି ୬ ଟି ହାତୀଙ୍କ ଜୀବନ…
( )ଦେଶର ବିଭିନ୍ନ ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ…..ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିନ୍ତା…..ସେପଟେ ମହାରାଷ୍ଟ୍ରରେ ପୁଣି ବ୍ୟାପିଲାଣି କରୋନା ମହାମାରୀ…..୨୪ ଘଣ୍ଟାରେ ଚିହ୍ନଟ ହେଲେଣି ୬ ହଜାରରୁ ଅଧିକ ଆକ୍ରାନ୍ତ …. କଡା କଟକଣା ଜାରି କଲେ ମହାରାଷ୍ଟ୍ର ସରକାର…..
( ) ନୀତି ଆୟୋଗ ପରିଚାଳନା ପରିଷଦର ଷଷ୍ଠ ବୈଠକ….ଭିଡିଓ କନଫରେନ୍ସିଂରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉଦବୋଧନ୍…..କୃଷି ଭତ୍ତଭୁମି ଏବଂ ମ୍ୟାନୁଫ୍ୟାଚୁରିଙ୍ଗ ଉପରେ ଗୁରୁତ୍ୱ…..
( )ତେଲ ଦରରେ ଲାଗୁନି ଲଗାମ…. ଆଜି ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି….ଦେଶର ଅନେକ ସ୍ଥାନରେ ଲିଟର ଦାମ ଶହେ ଟପିବା ପରେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ….
( )ରାଜ୍ୟ ପାଣିପାଗରେ ପରିବର୍ତ୍ତନ… ରାଜଧାନୀରେ କୋହଲା ପାଗ ଏବଂ ଝିପିଝିପି ବର୍ଷା…. ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ କେତେକେ ସ୍ଥାନରେ ବର୍ଷା ଓ ଘଡଘଡିର ପୂର୍ବାନୁମାନ କଲା ପାଣିପାଗ ବିଭାଗ…..

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular