spot_img

ଆମ୍ବୁଲାନ୍ସ ଦୁର୍ଘଟଣା, ୩ ମୃତ

କଟକ: କଣ୍ଟେନରକୁ ଧକା ଦେଲା ଆମ୍ବୁଲାନ୍ସ । କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନମ୍ୱର ଜାତୀୟ ରାଜପଥରେ ଆମ୍ବୁଲାନ୍ସ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରୁ କଟକ ବଡ଼ ମେଡ଼ିକାଲକୁ ରୋଗୀଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular