spot_img

ରାଜକନିକାରେ ମେଗା ଜଳ ପ୍ରକଳ୍ପ ନେଇ ତେଜୁଛି ବିବାଦ

ରାଜକନିକା : ଗତ ୨୦୨୦ମସିହା ଜାନୁୟାରୀ ଏକ ତାରିଖ ଠାରୁ ରାଜକନିକା ରେ ଲାଗି ରହିଥିବା ସରକାରଙ୍କ ମେଗା ଜଳପ୍ରକଳ୍ପ କୁ ବିରୋଧ ଏବେ ଦିନକୁ ଦିନ ତେଜିବାରେ ଲାଗିଛି । ଗୋଟାଏ ପଟେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ଅନ୍ୟପଟେ ସରକାରରଙ୍କ ମେଗା ଜଳ ପ୍ରକଳ୍ପ କରାଇ ନେବାର ଜିଦ । ଯାହାର କୌଣସି ସମାଧାନ ଆଜିଯାଏ ହୋଇପାରିନି । ତେବେ ଆଜି ଜନ ଜାଗରଣ ଉଦ୍ଧେଶ୍ୟରେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଏକ ବିଶାଳ ବାଇକ ରାଲି ଚନ୍ଦନପୋଖରୀ ଛକରୁ ବାହାରି କାଳିକାପୁର ଛକ,କୋଠସାହି ଛକ,ନହୁଲିଆ ଛକ ଦେଇ ରାଜକନିକା ବ୍ଲକର ୨୯ଟି ଗ୍ରାମ ପଞ୍ଚାୟତ ବୁଲିବ ଓ ଜନ ସଚେତନତା ସୃଷ୍ଟି କରିବ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular