କେନ୍ଦୁଝର: ସାହାରପଡାର ନୂତନ ବିଡ଼ିଓଙ୍କୁ ଶୁଭେଚ୍ଛା l ବ୍ଲକର ବିଭିନ୍ନ ପଦଧିକାରୀ ଜଣାଇଲେ ଶୁଭେଚ୍ଛା l କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ନୂତନ ଭାବେ ଯୋଗଦେଇଥିବା ବିଡିଓ ଲୋମ୍ବଧର ଖୁଣ୍ଟିଆଙ୍କୁ ବ୍ଲକ ଉପାଧ୍ୟକ୍ଷ କିରଣବାଳା ସିଂ, କପୁଣ୍ଡି ସରପଞ୍ଚ ବିଜୟ କୁମାର ପଇଦା,ବଡବିଲ ସରପଞ୍ଚ ସୁଭଦ୍ରା ନାୟକ, ଖଡିକାପଦା ସରପଞ୍ଚ ସୁରେନ୍ଦ୍ର ମାଝୀ ପୂର୍ବତନ ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ମହାପାତ୍ର ବିଜେଡି ନେତା ରଘୁନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ନୂତନ ବିଡିଓ ଙ୍କୁ ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0