spot_img

ରାଜକନିକାରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

କେନ୍ଦ୍ରାପଡା: ବାଇକ ଦୁର୍ଘଟଣାରେ ଜଣେ ଗୁରୁତର । ରାଜକନିକା କାଳିକାପୁର ଛକରେ ହୋଇଛି ଦୁର୍ଘଟଣା । ଗୁରୁତର ଜଣଙ୍କ ରାଜକନିକା ଗୁଣ୍ଡୁଚିପଡା ଗ୍ରମାର ବସନ୍ତ ମଳିକ ବୋଲି ଜଣାପଡିଛି । ବସନ୍ତ ରାଜକନିକା ଥାନରେ ନିଜ ଡୁ୍ୟଟି ସାରି ଘରକୁ ଫେରୁଥିବା ବେଳେ କାଳିକାପୁର ଛକ ନିକଟରେ ଏକ ଦ୍ରୁତଗାମୀ ବାଇକ ସହିତ ମୁହାଁମୁହିଁ ଧକା ହୋଇଥିଲା । ବସନ୍ତଙ୍କୁ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନେ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular