spot_img

ବରମୁଣ୍ଡା ବସଷ୍ଟାଣ୍ଡରେ ଅସ୍ଥାୟୀ ଦୋକାନ ଉଚ୍ଛେଦ

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡ ରେ ଥିବା ସମସ୍ତ ଅସ୍ଥାୟୀ ଦୋକାନ ଗୁଡ଼ିକ ଉଚ୍ଛେଦ କରାଯାଇଛି l ଆଜି ସକାଳୁ ବରମୁଣ୍ଡା ବସଷ୍ଟାଣ୍ଡୠ ବାହାରକୁ ବାହାରୁ ଥିବା ବସର ରାସ୍ତାରେ ବହୁ ଅସ୍ଥାୟୀ ଦୋକାନ ଘର ହେବା କାରଣରୁ ବସ ଯିବା ଆସିବା ପାଇ ବହୁତ ଅସୁବିଧା ହେଉଥିଲା l ଯାତ୍ରୀ ମାନେ ନହିଁ ନଥିବା ଅସୁବିଧା ହେଉ ଥିଲା l ପ୍ରଶାସନ ଆଜି ସକାଳୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ବ୍ୟବସାୟୀ ମାନଙ୍କୁ ଦୋକାନ ଉଚ୍ଛେଦ ପାଇଁ ସଚେତନ କରାଯାଇଥିଲା l ତାପରେ BDA ଓ ପୋଲିସ ପ୍ରଶାସନ ପହଂଚି ୨ ଟି JCB ଦ୍ୱାରା ବରମୁଣ୍ଡା ବସଷ୍ଟାଣ୍ଡରେ ଥିବା ଅନେକ ଦୋକାନ ଗୃହ ଗୁଡିକୁ ଉଚ୍ଛେଦ କରାଯାଇଅଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular